ଧମ୍ମପଥକୁ ସ୍ୱାଗତ

ବୁଦ୍ଧଙ୍କ ଶିକ୍ଷା ଓ ପାଳି ତ୍ରିପିଟକ ଗ୍ରନ୍ଥମାଳା ବର୍ଷାନୁବର୍ଷ ଧରି ଅନେକ ଲୋକଙ୍କ ପାଇଁ ଅନଭିଗମ୍ୟ ଓ ଅସ୍ପଷ୍ଟ ରହିଛି। ଧମ୍ମପଥର ପ୍ରୟାସ ହେଉଛି ଏହି ମୂଳ ବୌଦ୍ଧ ଗ୍ରନ୍ଥମାଳାକୁ ଓଡ଼ିଆ ଭାଷା ଓ ଲିପିରେ ସୁବୋଧ, ସହଜ ଓ ସଂବେଦନଶୀଳ ଭାବରେ ଉପସ୍ଥାପନ କରିବା, ଯାହା ମାଧ୍ୟମରେ ବୁଦ୍ଧଙ୍କ ଶିକ୍ଷା ସ୍ପଷ୍ଟ ଭାବେ ବୁଝିବାଯୋଗ୍ୟ ଓ ସାଧାରଣ ଜନମାନସ ପାଇଁ ଅଭିଗମ୍ୟ ହୋଇପାରିବ ।

ତ୍ରିପିଟକ arrow_forward

About Us

Welcome to the Pali Tripitaka Archive in Odia Script, a dedicated effort to preserve and share the profound wisdom of the Buddhist teachings in a language and script that makes them more accessible to scholars, practitioners, and seekers alike.....

Read More chevron_right
About Us

Acknowledgment

Buddhism, once a thriving spiritual force in Odisha, witnessed a decline after the 14th century, vanishing from mainstream literary and cultural traditions. For centuries, its presence remained obscured until the remarkable archaeological....

Read More chevron_right
Acknowledgment

📩 ଯୋଗାଯୋଗ କରନ୍ତୁ

ଯଦି ଆପଣ ଅନୁବାଦ, ପାଠ୍ୟ ସଂସ୍କରଣ, ବ୍ୟାଖ୍ୟା, ବିଷୟ ଗତ ତଥ୍ୟ ଯୋଗାଇବା, ଧମ୍ମ ସେବାରେ ସହଯୋଗ, ମତାମତ ରଖିବା ବା ପ୍ରୋତ୍ସାହନ ଦେବାକୁ ଚାହାଁନ୍ତି, ତେବେ ଦୟାକରି ତଳେ ଥିବା ଫର୍ମଟି ଭରନ୍ତୁ କିମ୍ବା ଧମ୍ମପଥ କୁ ଇମେଲ୍ କରନ୍ତୁ ।